Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ରାମେଶ୍ବର ରୁ ଚନ୍ଦନପୁର ମୁଖ୍ୟମନ୍ତ୍ରୀ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ ନିର୍ମାଣାଧୀନ ରାସ୍ତା ପାର୍ଶ୍ବ ଓ ୱାଲ୍ ଫାଟି ଆଁ କରିଲାଣି

  • July 7, 2025
  • 0 Comments

ରାମେଶ୍ବର ରୁ ଚନ୍ଦନପୁର ମୁଖ୍ୟମନ୍ତ୍ରୀ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ ନିର୍ମାଣାଧୀନ ରାସ୍ତା ପାର୍ଶ୍ବ ଓ ୱାଲ୍ ଫାଟି ଆଁ କରିଲାଣି ନିରାକାରପୁର,୭/୭(ସମ୍ବାଦ ଓଡ଼ିଶା) : ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ମେଡିକାଲ ଛକ ଠାରୁ ଜଗତପୁର ଦେଇ ଚନ୍ଦନପୁରକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାଟିର କଡ ଓ କିଛି ଅଂଶ ୱାଲ ଫାଟି ଯାଇଥିବା ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ରାସ୍ତା ର ପାର୍ଶ୍ଵ ମାଟି ଧସି ହୋଇ ୱାଲ୍ ଫାଟି […]

ଅପରାଧ ରାଜ୍ୟ

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ହାର୍ଡକୋର ମାଓବାଦୀ

  • July 7, 2025
  • 0 Comments

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ହାର୍ଡକୋର ମାଓବାଦୀ ଫୁଲବାଣୀ,୭/୭(ସମ୍ବାଦ ଓଡ଼ିଶା): ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ବଡ ସଫଳତା। ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ବିଜିଏନ […]

ରାଜନୀତି ରାଜ୍ୟ

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି

  • July 7, 2025
  • 0 Comments

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା ): ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ୱାଧୀନ ତଦନ୍ତ ଦାବିରେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି ପ୍ରତିନିଧି । କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । […]

ରାଜ୍ୟ ସ୍ପେଶାଲ

ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା ସାପ

  • July 7, 2025
  • 0 Comments

ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା ସାପ ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା): ନନ୍ଦନକାନଏହା ନନ୍ଦନକାନନର ସରୀସୃପ ସଂରକ୍ଷଣ, ଉତ୍କୃଷ୍ଟ ତତ୍ତ୍ଵାବଧାନ ସାଙ୍ଗକୁ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନର ଏକ ସଫଳତା ବୋଲି ସେ କହିଛନ୍ତି । ସେପଟେ ଅକ୍ଟୋବର ୨୦୧୯ରେ ମାଦ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ପ୍ୟାରେଣ୍ଟସ୍ ସାପଗୁଡ଼ିକୁ ଅଣାଯାଇଥିଲା । ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ ହୋଇଛି […]

ରାଜ୍ୟ

ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

  • July 7, 2025
  • 0 Comments

ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ,୭/୭(ସମ୍ବାଦ ଓଡ଼ିଶା): ଆଜି ରାଜ୍ୟସ୍ତରୀୟ ୭୬ତମ ବନୋମହୋତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଥିବା ବେଳେ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ କରୁଥିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ୨୦୨୪-୨୫ରେ ସମଗ୍ର ରାଜ୍ୟରେ ୬ କୋଟି ୬୯ ଲକ୍ଷ ଗଛ ଲଗାଯାଇଥିଲା। ଯେଉଁଥିପାଇଁ ସର୍ବଭାରତୀୟ ସ୍ତରରେ ଓଡିଶା […]

ରାଜ୍ୟ ଶିକ୍ଷା

ପ୍ରକାଶ ପାଇଲା +୨ ନାମଲେଖା ପାଇଁ କଟଅଫ୍ ମାର୍କ : କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

  • July 7, 2025
  • 0 Comments

ପ୍ରକାଶ ପାଇଲା +୨ ନାମଲେଖା ପାଇଁ କଟଅଫ୍ ମାର୍କ : କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା ଭୁବନେଶ୍ୱର ,୭/୭(ସମ୍ବାଦ ଓଡ଼ିଶା): ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟ ଓ କଳା କଟଅଫ୍ ମାର୍କରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ଶୀର୍ଷରେ ରହିଛି । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୧.୮୩% ସହ ରେଭେନ୍ସା ଶୀର୍ଷରେ ରହିଛି […]

ରାଜ୍ୟ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ…

  • July 7, 2025
  • 0 Comments

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ… ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା): ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ହୀରାକୁଦର ୨୦ ଗେଟ ଦେଇ ୨.୯୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିରେ ପହଞ୍ଚିବ ବନ୍ୟା ଜଳ। ୪.୫ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ଆସିବ। ଆଗାମୀ ଦିନରେ ବର୍ଷା ଅଧିକ ହେଲେ ଅଧିକ ଗେଟ ଖୋଲା ହେବ। ବୈତରଣୀ ୱାର୍ଣ୍ଣି ଲେବୁଲ ପାର କରିଛି। […]

ରାଜ୍ୟ

ରେଲୱେ ବ୍ରିଜ୍ ତଳେ ବର୍ଷା ଜଳ ଭରିବାରେ ଯାତୟତ ରେ ବାଧକ , ଲଖନା ରେଲୱେ ବ୍ରିଜ୍ ତଳେ ପ୍ରତିବର୍ଷ ଜଳ ଜମା ହେଉଛି, ଅଞ୍ଚଳବାସି ଅସୁବିଧାରେ ସମୁଖୀନ ହେଉଛନ୍ତି |

  • July 7, 2025
  • 0 Comments

ନୂଆପଡା, ୭/୭(ସମ୍ବାଦ ଓଡ଼ିଶା) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଅଞ୍ଚଳର ରେଳ ଲାଇନ ତଳେ ନିର୍ମିତ ଅଣ୍ଡର ବ୍ରିଜରେ ବର୍ଷା ଜଳ ଜମା ହୋଇଥିବାରୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଯାତୟତ ରେ ବ୍ୟାହତ ହେଉଛି। ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ ହେତୁ ପ୍ରତ୍ୟେକ ବର୍ଷା ଋତୁ ରେ ଏହିପରି ଅବସ୍ଥା ସୃଷ୍ଟି ହୁଏ | ଏଭଳି ପରିସ୍ଥିତିରେ ବର୍ଷା ଦିନେ ବ୍ରିଜ୍ ତଳେ ପାଣି ଭର୍ତ୍ତି ହେବା […]

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା l

  • July 7, 2025
  • 0 Comments

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା l ନୂଆପଡ଼ା, ୭/୭:(ସମ୍ବାଦ ଓଡ଼ିଶା)ଚଳିତବର୍ଷ ଖରିଫ ଋତୁରେ ଜଳସେଚନ ପାଇଁ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତରଫରୁ ଆଜି ବିଧିବଦ୍ଧ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ସକାଳ ୮.୦୦ ଘଟିକା ସମୟରେ ଜଳ ଛଡାଯାଇଆଛି । ଏହି କାର୍ଯ୍ୟକ୍ରମ ରେ ଅଧିକ୍ଷଣ ଯନ୍ତ୍ରୀ କେନାଲ ବିଭାଜନ ଖଡ଼ିଆଳ, ସୌମ୍ୟ କିଶୋର ଜୟପୁରୀୟା, ସମସ୍ତ ସହକାରୀ ନିର୍ବାହୀ […]

ଅପରାଧ

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ ଘରେ ପଶି ଯୁବକଙ୍କୁ ହାଣିଲେ ବ୍ୟବସାୟିକ ଶତ୍ରୁତା ସନ୍ଦେହ

  • July 7, 2025
  • 0 Comments

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ :ଘରେ ପଶି ଯୁବକଙ୍କୁ ହାଣିଲେ ବ୍ୟବସାୟିକ ଶତ୍ରୁତା ସନ୍ଦେହ ବ୍ରହ୍ମପୁର, ୭/୭ (ସମ୍ବାଦ ଓଡ଼ିଶା): ଗଞ୍ଜାମ ଜିଲ୍ଲାରେ ପୁଣି ଗଡ଼ିଛି ମୁଣ୍ଡ। ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗ୍ରାମରେ ଘରେ ପଶି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ମୃତକ ଜଣଙ୍କ ହେଲେ ଦିଲ୍ଲୀପ କୁମାର ପାତ୍ର(୪୭)। ଗୋଳନ୍ଥରା ଥାନା ପୁଲିସ ମୃତଦେହ ଜବତ […]