ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ
ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ ଖୋର୍ଦ୍ଧା, ୬/୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ) : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ଵର ଛକ ଓଭର ବ୍ରିଜ ଉପରେ ଲାଗିଥିବା ଷ୍ଟ୍ରିଟ ଲାଇଟ କିଛି ଦିନ ହେବ ଜଳୁ ନ ଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ଓ ଗାଈଗୋରୁ। ବହୁ ସମୟରେ ଏହି ଷ୍ଟ୍ରିଟ ଲାଇଟ ଜଳୁ ନଥିଲେ ବି […]