Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ବନ୍ୟାରେ ଭାସିଯାଇ ୧୧ଛେଳି ମୃତ

  • July 7, 2025
  • 0 Comments

ବନ୍ୟାରେ ଭାସିଯାଇ ୧୧ଛେଳି ମୃତ ପଦ୍ମପୁର,୭/୭(ସମ୍ବାଦ ଓଡ଼ିଶା):ବନ୍ୟାରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମର ଗୃହପାଳିତ ୧୧ଟି ଛେଳି ଙ୍କ ମୃତ୍ୟୁ ଘଟିଛି।ଚରାଳିମାନେ ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ନେଇଥିବାବେଳେ ହଠାତ୍ ବନ୍ୟାପାଣି ମାଡି ଆସିଥିଲା।ଫଳରେ ସମସ୍ତ ଛେଳି ଭାସିଯାଇଥିଲେ।ପରଦିନ ସକାଳେ ଗୁଳୁଦେଇନାଳ ନିକଟରେ ମୃତ ଅବସ୍ଥାରେ ଛେଳି ମାନଙ୍କୁ ଉଦ୍ଧାର କରାଯାଇଛି।ଗାଁର ଡାକ୍ତର ମାଝୀ ଙ୍କ ୮ଟି ମ‍ାଈ ଓ ଖାସି ଓ ଲଛମନ ମାଝୀ ୨ଟିଛେଳି,କେଶବ ଚନ୍ଦ୍ର ମହାନ୍ତ ଙ୍କ ୧ଛେଳି […]

ରାଜ୍ୟ

ରାୟଗଡାର ଅଧିଷ୍ଠ୍ରାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡିରୁ ବହାରିଲା କୋଟିଏରୁ ଉର୍ଧ ନଗଦ ୧୨ ଟି ବିଦେଶୀ ନୋଟ ସମେତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା

  • July 7, 2025
  • 0 Comments

ରାୟଗଡାର ଅଧିଷ୍ଠ୍ରାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡିରୁ ବହାରିଲା କୋଟିଏରୁ ଉର୍ଧ ନଗଦ ୧୨ ଟି ବିଦେଶୀ ନୋଟ ସମେତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ରାୟଗଡ଼ା୦୭/୦୭(ସମ୍ବାଦ ଓଡ଼ିଶା ):ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଆଜି କଡା ସୁରକ୍ଷା ମଧ୍ୟରେ ଖୋଲାଯାଇଥିଲା। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ହୁଣ୍ଡିରୁ ନଗଦ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର […]

ଦେଶ ବିଦେଶ ରାଜନୀତି ରାଜ୍ୟ

ମୁମ୍ବାଇର ହସ୍‌ପିଟାଲରୁ ଡିସଚାର୍ଜ ହେଲେ ବିରୋଧୀ ଦଳ ନେତା, ଏବେ ଆସିବେନି ଓଡ଼ିଶା

  • July 7, 2025
  • 0 Comments

ମୁମ୍ବାଇର ହସ୍‌ପିଟାଲରୁ ଡିସଚାର୍ଜ ହେଲେ ବିରୋଧୀ ଦଳ ନେତା, ଏବେ ଆସିବେନି ଓଡ଼ିଶା ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା): ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଡିସଚାର୍ଜ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କର ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ରାଜ୍ୟ

ରାମେଶ୍ବର ରୁ ଚନ୍ଦନପୁର ମୁଖ୍ୟମନ୍ତ୍ରୀ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ ନିର୍ମାଣାଧୀନ ରାସ୍ତା ପାର୍ଶ୍ବ ଓ ୱାଲ୍ ଫାଟି ଆଁ କରିଲାଣି

  • July 7, 2025
  • 0 Comments

ରାମେଶ୍ବର ରୁ ଚନ୍ଦନପୁର ମୁଖ୍ୟମନ୍ତ୍ରୀ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ ନିର୍ମାଣାଧୀନ ରାସ୍ତା ପାର୍ଶ୍ବ ଓ ୱାଲ୍ ଫାଟି ଆଁ କରିଲାଣି ନିରାକାରପୁର,୭/୭(ସମ୍ବାଦ ଓଡ଼ିଶା) : ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ମେଡିକାଲ ଛକ ଠାରୁ ଜଗତପୁର ଦେଇ ଚନ୍ଦନପୁରକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାଟିର କଡ ଓ କିଛି ଅଂଶ ୱାଲ ଫାଟି ଯାଇଥିବା ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ରାସ୍ତା ର ପାର୍ଶ୍ଵ ମାଟି ଧସି ହୋଇ ୱାଲ୍ ଫାଟି […]

ଅପରାଧ ରାଜ୍ୟ

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ହାର୍ଡକୋର ମାଓବାଦୀ

  • July 7, 2025
  • 0 Comments

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ହାର୍ଡକୋର ମାଓବାଦୀ ଫୁଲବାଣୀ,୭/୭(ସମ୍ବାଦ ଓଡ଼ିଶା): ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ବଡ ସଫଳତା। ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ବିଜିଏନ […]

ରାଜନୀତି ରାଜ୍ୟ

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି

  • July 7, 2025
  • 0 Comments

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା ): ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ୱାଧୀନ ତଦନ୍ତ ଦାବିରେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି ପ୍ରତିନିଧି । କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । […]

ରାଜ୍ୟ ସ୍ପେଶାଲ

ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା ସାପ

  • July 7, 2025
  • 0 Comments

ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା ସାପ ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା): ନନ୍ଦନକାନଏହା ନନ୍ଦନକାନନର ସରୀସୃପ ସଂରକ୍ଷଣ, ଉତ୍କୃଷ୍ଟ ତତ୍ତ୍ଵାବଧାନ ସାଙ୍ଗକୁ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନର ଏକ ସଫଳତା ବୋଲି ସେ କହିଛନ୍ତି । ସେପଟେ ଅକ୍ଟୋବର ୨୦୧୯ରେ ମାଦ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ପ୍ୟାରେଣ୍ଟସ୍ ସାପଗୁଡ଼ିକୁ ଅଣାଯାଇଥିଲା । ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ ହୋଇଛି […]

ରାଜ୍ୟ

ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

  • July 7, 2025
  • 0 Comments

ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ,୭/୭(ସମ୍ବାଦ ଓଡ଼ିଶା): ଆଜି ରାଜ୍ୟସ୍ତରୀୟ ୭୬ତମ ବନୋମହୋତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଥିବା ବେଳେ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ କରୁଥିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ୨୦୨୪-୨୫ରେ ସମଗ୍ର ରାଜ୍ୟରେ ୬ କୋଟି ୬୯ ଲକ୍ଷ ଗଛ ଲଗାଯାଇଥିଲା। ଯେଉଁଥିପାଇଁ ସର୍ବଭାରତୀୟ ସ୍ତରରେ ଓଡିଶା […]

ରାଜ୍ୟ ଶିକ୍ଷା

ପ୍ରକାଶ ପାଇଲା +୨ ନାମଲେଖା ପାଇଁ କଟଅଫ୍ ମାର୍କ : କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

  • July 7, 2025
  • 0 Comments

ପ୍ରକାଶ ପାଇଲା +୨ ନାମଲେଖା ପାଇଁ କଟଅଫ୍ ମାର୍କ : କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା ଭୁବନେଶ୍ୱର ,୭/୭(ସମ୍ବାଦ ଓଡ଼ିଶା): ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟ ଓ କଳା କଟଅଫ୍ ମାର୍କରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ଶୀର୍ଷରେ ରହିଛି । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୧.୮୩% ସହ ରେଭେନ୍ସା ଶୀର୍ଷରେ ରହିଛି […]

ରାଜ୍ୟ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ…

  • July 7, 2025
  • 0 Comments

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ… ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା): ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ହୀରାକୁଦର ୨୦ ଗେଟ ଦେଇ ୨.୯୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିରେ ପହଞ୍ଚିବ ବନ୍ୟା ଜଳ। ୪.୫ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ଆସିବ। ଆଗାମୀ ଦିନରେ ବର୍ଷା ଅଧିକ ହେଲେ ଅଧିକ ଗେଟ ଖୋଲା ହେବ। ବୈତରଣୀ ୱାର୍ଣ୍ଣି ଲେବୁଲ ପାର କରିଛି। […]