ରେଲୱେ ବ୍ରିଜ୍ ତଳେ ବର୍ଷା ଜଳ ଭରିବାରେ ଯାତୟତ ରେ ବାଧକ , ଲଖନା ରେଲୱେ ବ୍ରିଜ୍ ତଳେ ପ୍ରତିବର୍ଷ ଜଳ ଜମା ହେଉଛି, ଅଞ୍ଚଳବାସି ଅସୁବିଧାରେ ସମୁଖୀନ ହେଉଛନ୍ତି |
ନୂଆପଡା, ୭/୭(ସମ୍ବାଦ ଓଡ଼ିଶା) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଅଞ୍ଚଳର ରେଳ ଲାଇନ ତଳେ ନିର୍ମିତ ଅଣ୍ଡର ବ୍ରିଜରେ ବର୍ଷା ଜଳ ଜମା ହୋଇଥିବାରୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଯାତୟତ ରେ ବ୍ୟାହତ ହେଉଛି। ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ ହେତୁ ପ୍ରତ୍ୟେକ ବର୍ଷା ଋତୁ ରେ ଏହିପରି ଅବସ୍ଥା ସୃଷ୍ଟି ହୁଏ | ଏଭଳି ପରିସ୍ଥିତିରେ ବର୍ଷା ଦିନେ ବ୍ରିଜ୍ ତଳେ ପାଣି ଭର୍ତ୍ତି ହେବା […]