*ନିରାକାରପୁର ରେଳ ଫାଟକରେ ଚରମ ଅବହେଳା* ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭିଡ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାହାଁନ୍ତି ପୋଲିସ_
*ନିରାକାରପୁର ରେଳ ଫାଟକରେ ଚରମ ଅବହେଳା* ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭିଡ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାହାଁନ୍ତି ପୋଲିସ_ ଖୋର୍ଦ୍ଧା,୬/୬( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ): ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ଆଜି ସୁନାବେଶରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନୂଆ ଜଗନ୍ନାଥ ସଡ଼କ ସ୍ଥିତ ରେଳ ଫାଟକରେ ପ୍ରଶାସନ ତରଫରୁ ଘୋର ଅବହେଳା ପ୍ରଦର୍ଶନ ସମସ୍ତ ଙ୍କୁ ଚକିତ କରିଛି। ଅନ୍ୟ ବିଭିନ୍ନ ପର୍ବ […]