Sambad Odisha

ରାଜ୍ୟ

ଶ୍ରୀ ଜଗନ୍ନାଥ ପୁରୀରେ ବିଶ୍ବ ବୈଦିକ ଦିବସ ତଥା ଦୀପୋତ୍ସବ ପାଳିତ।

  • October 9, 2025
  • 0 Comments

ଶ୍ରୀ ଜଗନ୍ନାଥ ପୁରୀରେ ବିଶ୍ବ ବୈଦିକ ଦିବସ ତଥା ଦୀପୋତ୍ସବ ପାଳିତ। ପୁରୀ ,୦୯/୧୦(ସମ୍ବାଦ ଓଡ଼ିଶା ):ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଶାର ସମସ୍ତ ବିଶିଷ୍ଟ ବୈଦିକମାନଙ୍କ ଦ୍ଵାରା ବିଶ୍ଵ ବୈଦିକ ଦିବସ ତଥା ଦୀପୋତ୍ସବ ପାଳିତ ହୋଇଯାଇଅଛି। ଗୁରୁଜୀ ପ୍ରଫେସର ଦିବାକର ମହାପାତ୍ରଙ୍କ ଆବାହକତ୍ୱରେ ପାପୁଡିଆ ମଠର ମହନ୍ତ ରାମକୃଷ୍ଣ ଦାସଜୀଙ୍କ ସହଯୋଗରେ ସମସ୍ତ ବୈଦିକମନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଲୁପ୍ତପ୍ରାୟ ଷଡ଼ଙ୍ଗ ବେଦର କିଭଳି ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର ହୋଇପାରିବ ଡଃ […]

ରାଜ୍ୟ ଶିକ୍ଷା ସ୍ପେଶାଲ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ,

  • October 9, 2025
  • 0 Comments

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ, ନିରାକାରପୁର ,୯/୧୦(ସମ୍ବାଦ ଓଡ଼ିଶା)-ଦୀନଦରିଦ୍ରର ବନ୍ଧୁ, ନିସ୍ଵାର୍ଥପର ଜନସେବକ, କୋଟୀହୃଦୟର ମଉଡମଣୀ, ଗାନ୍ଧିବାଦୀ ଜନସେବକ ଉତ୍କଳମଣିଙ୍କ ଜନ୍ମ ଜୟନ୍ତୀ, ଗାନ୍ଧୀଶାନ୍ତି ପ୍ରତିଷ୍ଠାନ, ଗୋପବନ୍ଧୁ ସେବା ସମାଜ, ନିରାକାରପୁର ସାହିତ୍ୟ ସମାଜ, ସହଯୋଗର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି |ଅନୁଷ୍ଠାନର ସଭାପତି ଡ. ପୂର୍ଣଚନ୍ଦ୍ର ଦାଶଙ୍କ ସହିତ ସହଯୋଗର ଆବାହକ ହିମାଂଶୁ ଭୂଷଣ ଚମ୍ପତ୍ତିରାୟ, ସାମ୍ବାଦିକ ମାନସ କୁମାର ପଟନାୟକ, ଉମେଶ ଚନ୍ଦ୍ର ପଟନାୟକ, ଶ୍ୟାମ ସୁନ୍ଦର ପଟନାୟକ, ଗୋପବନ୍ଧୁ […]

ରାଜ୍ୟ ଶିକ୍ଷା

ନିଶୁଳ୍କରେ ୧୭ ବର୍ଷ ଯାଏଁ ପିଲାଙ୍କ ଆଧାର ନୂଆ କରିବା ଅପେକ୍ଷାରେ ଜନତା

  • October 8, 2025
  • 0 Comments

ନିଶୁଳ୍କରେ ୧୭ ବର୍ଷ ଯାଏଁ ପିଲାଙ୍କ ଆଧାର ନୂଆ କରିବା ଅପେକ୍ଷାରେ ଜନତା * କାର୍ଯ୍ୟକ୍ରମକୁ ସପ୍ତାହ ମଧ୍ୟରେ ତ୍ଵରାନିତ କରାଯିବ: ଡିଇଜିଏମ * ଜିଏସଟି କମିଥିବାବେଳେ ଆଧାର ନୂଆ ଓ ସଂଶୋଧନ ମୂଲ୍ୟ ବୃଦ୍ଧିକୁ ନାପସନ୍ଦ * ଅକ୍ଟୋବର ୧ ରୁ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାବେଳେ ସପ୍ଟୱାର ଅପଡେଟକୁ ନେଇ ସନ୍ଦେହ ଖୋର୍ଦ୍ଧା,୮/୧୦:(ସମ୍ବାଦ ଓଡ଼ିଶା): ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁ. ଆଇ. ଡି .ଏ .ଆଇ) ଏକ ଲୋକାଭିମୁଖୀ ପଦକ୍ଷେପ କୁ […]

ରାଜ୍ୟ ଶିକ୍ଷା

ଆସନ୍ତା ୨୦ରୁ ଯୁକ୍ତ ୨ ପରୀକ୍ଷା ଫର୍ମପୂରଣ, ନଭେମ୍ବର ୧୩ରୁ ଏକ୍ସ-ରେଗୁଲାର୍‌…

  • October 7, 2025
  • 0 Comments

ଆସନ୍ତା ୨୦ରୁ ଯୁକ୍ତ ୨ ପରୀକ୍ଷା ଫର୍ମପୂରଣ, ନଭେମ୍ବର ୧୩ରୁ ଏକ୍ସ-ରେଗୁଲାର୍‌… ଭୁବନେଶ୍ୱର,୭/୧୦ ( ସମ୍ବାଦ ଓଡ଼ିଶା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫର୍ମପୂରଣ ତାରିଖ ଆଜି ଘୋଷଣା ହୋଇଛି। ଆସନ୍ତା ୨୦ତାରିଖରୁ ରେଗୁଲାର୍‌ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ବିନା କୌଣସି ଜରିମାନାରେ ନଭେମ୍ବର ୬ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଏହା ପୂର୍ବରୁ, ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ହେବ।ଆସନ୍ତା ୧୩ରୁ ୨୫ ତାରିଖ […]

ମନୋରୋଜନ ରାଜ୍ୟ

ନିରାକାରପୁରରେ   ପ୍ରଥମ ବାର୍ଷିକ କୁମାର ଉତ୍ସବ ୨୦୨୫ ଅନୁଷ୍ଠିତ

  • October 6, 2025
  • 0 Comments

ନିରାକାରପୁରରେ   ପ୍ରଥମ ବାର୍ଷିକ କୁମାର ଉତ୍ସବ ୨୦୨୫ ଅନୁଷ୍ଠିତ ନିରାକାରପୁର,୬/୧୦( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ ବଜାରରେ ନିରାକାରପୁର କ୍ଲବ ଆନୁକୁଲ୍ୟରେ ପ୍ରଥମ ବାର୍ଷିକ କୁମାର ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହିବାବସରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ସମାଜସେବୀ ଶୁଭମ […]

ରାଜ୍ୟ

ନିରାକାରପୁର ଲକ୍ଷ୍ମୀ ବଜାର, ହାଟ ବଜାର ଓ ଜଂକିଆ ବସଷ୍ଟାଣ୍ଡରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

  • October 6, 2025
  • 0 Comments

ନିରାକାରପୁର ଲକ୍ଷ୍ମୀ ବଜାର, ହାଟ ବଜାର ଓ ଜଂକିଆ ବସଷ୍ଟାଣ୍ଡରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ଖୋର୍ଦ୍ଧା,୬/୯(ସମ୍ବାଦ ଓଡ଼ିଶା, ହିମାଂଶୁ ଭୁଷଣ ଚମ୍ପତିରାୟ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲକ୍ଷ୍ମୀ ବଜାର, ହାଟ ବଜାର ଓ ଜଂକିଆ ବସଷ୍ଟାଣ୍ଡରେ ଗଜଲକ୍ଷ୍ମୀ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା କମିଟି ଦ୍ଵାରା ଆୟୋଜିତ ଏହି ପୂଜାରେ ସୁନ୍ଦର ମେଢ଼ ରେ ମା ଗଜଲକ୍ଷ୍ମୀ ଶୋଭା ପାଉଛନ୍ତି। ସୁସଜ୍ଜିତ ପୂଜା ମଣ୍ଡପରେ ସୁନ୍ଦର ଆଲୋକମାଳା ସମସ୍ତଙ୍କୁ ଆକୃଷ୍ଟ କରୁଛି। ବହୁ […]

ରାଜ୍ୟ

ସୁଜାତା ପ୍ରଧାନ ଥିଲେ ଜଣେ ଜଣାଶୁଣା ଧର୍ମପରାୟଣ। ଓ ପରୋପକାରୀ ମହିଳା

  • October 6, 2025
  • 0 Comments

ନିରାକାରପୁର,୫/୯( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟ ବଜାର ସ୍ଥିତ ସୁଶାନ୍ତ କୁମାର ପ୍ରଧାନଙ୍କ ପତ୍ନୀ ସୁଜାତା ପ୍ରଧାନ ଙ୍କ ଏକାଦଶ ତିଥିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ସଭାପତିତ୍ୱ କରିଥିଲେ ଡ଼ ପୁର୍ଣ ଚନ୍ଦ୍ର ଦାଶ। ଅତିଥି ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେଡି ବରିଷ୍ଠ ନେତା କ୍ୟାପଟେନ ମନ୍ମଥ ରାଉତରାୟ,ବିଜେଡି ଉପସଭାପତି ବିପିନ କୁମାର ଜୟସିଂହ, ସମାଜସେବୀ ଶୁଭମ ଦାଶ,   ସାମାଜିକ କର୍ମୀ କଳିଙ୍ଗ ସାହୁ,ଶିକ୍ଷାବିତ […]

ରାଜ୍ୟ ଶିକ୍ଷା

୬୦ ବର୍ଷ ପରେ ଏକାଠି ହେଲେ ସହପାଠୀ: ସୁଖ ଦୁଃଖ ବାଣ୍ଟିଲେ ଗଛ ଲଗାଇଲେ

  • October 5, 2025
  • 0 Comments

୬୦ ବର୍ଷ ପରେ ଏକାଠି ହେଲେ ସହପାଠୀ: ସୁଖ ଦୁଃଖ ବାଣ୍ଟିଲେ ଗଛ ଲଗାଇଲେ ଖୋର୍ଦ୍ଧା,୫/୯( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କମାଗୁରୁ ସ୍ଥିତ ମା ମହୁଲଶୁଣୀ ପରିସରରେ ସ୍ଥାନୀୟ ୧୯୬୪ ମସିହା ସହପାଠୀ ମାନଙ୍କ  ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦୀର୍ଘ ୬୦ ବର୍ଷପରେ ନିଜ ନିଜ ସହପାଠୀ ମାନଙ୍କୁ ପାଖରେ ପାଇ ନିଜ ନିଜର ଦୁଃଖ ସୁଖ ବାଣ୍ଟି ଅତୀତର ସ୍ମୃତିକୁ ମନେ ପକାଇଥିଲେ । ସ୍ଥାନୀୟ ସରପଂଚ ସୁନୀତା […]

ରାଜ୍ୟ

ନିରାକାରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ

  • October 3, 2025
  • 0 Comments

ନିରାକାରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ନିରାକାରପୁର,୧/୧୦( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ସଂଘର ସଭାପତି ପ୍ରସନ୍ନ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଦୀନବନ୍ଧୁ କର, ଉପଦେଷ୍ଟା ରାମକୃଷ୍ଣ ପଟ୍ଟନାୟକ, ଉପସଭାପତି ସତ୍ୟନାରାୟଣ କର , କୋଷାଧ୍ୟକ୍ଷ ସର୍ବେଶ୍ଵର ପାହାଡ଼ସିଂହ ଓ ସଭ୍ୟ ସତ୍ୟବାଦୀ […]