ସ୍ବର୍ଗତା ନଳୀନ ବାରିକଙ୍କ ଏକାଦଶାହ ଓ ସ୍ମୃତି ଚାରଣ ସଭା
ନିରାକାରପୁର,୨୪/୭(ସମ୍ବାଦ ଓଡ଼ିଶା): ସ୍ବର୍ଗତା ନଳୀନ ବାରିକଙ୍କ ଏକାଦଶାହ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି ।ଏହି ସ୍ମୃତି ଚାରଣ ସଭାର ସଭାପତିତ୍ଵ ଶ୍ରୀ ଗଙ୍ଗାଧର ତ୍ରିପାଠୀଙ୍କ କରିଥିବା ବେଳେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି, ଟାଙ୍ଗୀ ବ୍ଲକର ଉପାଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ନାଥ ଶର୍ମା,୧୨ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ବିଜୟ କୁମାର ପାଲଟାସିଂ,ଛଣଗିରି ପଞ୍ଚାୟତର ଛାତ୍ରନେତା ତୋଫାନ ବରିଶଲ,ବିଶିଷ୍ଟ ସମାଜସେବୀ ଅପର୍ତ୍ତୀ ଜେନା,ସରପଞ୍ଚ ଭୂଷଣ୍ଡପୁର ସରପଞ୍ଚ ସୈାରଭ ଦାସମହାପାତ୍ର,ନୂଆଗଡ ସରପଞ୍ଚ ରଘୁନାଥ ମାଝି,ପୂର୍ବତନ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷା ଗିତାଞ୍ଜଳୀ ପାଟ୍ଟଶାଣୀ,ମଙ୍ଗଳାଯୋଡି ପଞ୍ଚାୟତର ସମିତି ସଭ୍ୟା କସ୍ତୁରୀ ପାଣିଗ୍ରାହୀ, ବେଡପାରୀ ଗ୍ରାପର ସରପଞ୍ଚ ରବି ଦାସ, ଟାଙ୍ଗୀ ଗ୍ରାପର ସରପଞ୍ଚ କିଶୋର ବେହେରା,ନିରାକାରପୁର ଗ୍ରାପର ପୂର୍ବତନ ସରପଞ୍ଚ ହୃଷିକେଶ ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ କୁମାର ଦଳେଇ, ବିଜେପି ନେତା ନିକୁଞ୍ଜ କୁମାର ପଟ୍ଟନାୟକଙ୍କ ସହ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତି ରହି, ସ୍ବର୍ଗତା ନଳିନୀ ବାରିକଙ୍କର ସ୍ମୃତି ଚାରଣ କରିଥିଲେ ।