Sambad Odisha

ଅପରାଧ ରାଜ୍ୟ

ଦାଦାକୁ ହାଣି ହତ୍ୟା: କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା

କେନ୍ଦୁଝର : ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣିକୁ ଗଲା ପୁତୁରା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ତଳପଇଁସାରି ଗାଁରେ।

ଗତକାଲି କୌଣସି କଥାକୁ ନେଇ ଦାଦା ଏବଂ ପୁତୁରା ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁତୁରା ନିଜ ଦାଦାକୁ ଟାଙ୍ଗିଆ ହାଣି ହତ୍ୟା କରିଛି। ଏବଂ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ କଟା ମୁଣ୍ଡ ଧରି ଶୁଆକାଟି ଫାଣ୍ଡିରେ ହାଜର ହୋଇଥିବା ଦେଖିବାକୁ ମିଳିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

admin

About Author

Leave a comment

Your email address will not be published. Required fields are marked *