Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜନୀତି ରାଜ୍ୟ

ଘର ଘର ବୁଲି ଆୟୁଷ୍ମାନ କାର୍ଡ ବାଣ୍ଟିଲେ ମନ୍ତ୍ରୀ

ଭୁବନେଶ୍ଵର: ଆଜିଠୁ ଘର ଘର ବୁଲି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନେଶ୍ବର ଡୁମୁଡୁମାରେ ଘରକୁ ଘର ବୁଲି ଆୟୁଷ୍ମାନ କାର୍ଡ ବଣ୍ଟନ କରିଛନ୍ତି। କଟକ ସଦର ଵମ୍ଫକୁଦ ପ୍ରାଥମିକ ଚିକିତ୍ସାଳୟରେ ସାଂସଦ ଭର୍ତ୍ତୃହରି ମହାତାବ କାର୍ଡ ବାଣ୍ଟିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ କାର୍ଡ ବଣ୍ଟନରେ ସାମିଲ ହୋଇଛନ୍ତି। ତିନି ମାସରେ ଘର ଘର ବୁଲି ଆଶା କର୍ମୀ କାର୍ଡ ବଣ୍ଟନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଯେଉଁମାନେ କାର୍ଡ ପାଇନଥିବେ କିଛି ସ୍ବାସ୍ଥ୍ୟ ସମସ୍ୟା ହେଲେ ପୁରୁଣା କାର୍ଡ ଓ ଆଧାର ଦେଖାଇ ଦେଶର ୨୯ ହଜାର ଅନୁବନ୍ଧିତ ଡାକ୍ତଖାନାରେ ସ୍ବାସ୍ଥ୍ୟ ସେବା ପାଇପାରିବେ।

ଆୟୁଷ୍ମାନ କାର୍ଡ ଧରି ଗ୍ରାଉଣ୍ଡରେ ମନ୍ତ୍ରୀ, ବିଧାୟକ ସାଂସଦ।ଘର ଘର ବୁଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବାଣ୍ଟିଲେ ସ୍ବାସ୍ଥ୍ୟ କାର୍ଡ।ଆଜିଠାରୁ ରାଜ୍ୟରେ ଘରକୁ ଘର ବୁଲି ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଆରମ୍ଭ ହୋଇଛି।ସ୍ବାସ୍ଥ୍ୟମନ୍ତ୍ରୀ ଭୁବନେଶ୍ବର ଡୁମୁଡୁମାରେ ଘର ଘର ବୁଲି ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ବିଧାୟକ, ସାଂସଦ ମାନେ କାର୍ଡ ବଣ୍ଟନରେ ସାମିଲ ହୋଇଛନ୍ତି।

admin

About Author

3 Comments

  1. Saxon Matney

    July 23, 2022

    Grursus mal suada faci lisis Lorem ipsum dolarorit more a ametion consectetur elit. Vesti bulum nec odio aea the dumm ipsumm.

    • Dorothy Finley

      July 23, 2022

      Grursus mal suada faci lisis Lorem ipsum dolarorit more consectetur elit. Vesti bulum nec odio aea the dumm ipsumm.

  2. Imogene Martin

    July 23, 2022

    Grursus mal suada faci lisis Lorem ipsum dolarorit more a ametion consectetur elit. Vesti bulum nec odio aea the dumm ipsumm.

Leave a comment

Your email address will not be published. Required fields are marked *