Sambad Odisha

ରାଜ୍ୟ ଶିକ୍ଷା

ଉଚ୍ଚଶିକ୍ଷା ବିଭାଗର ବଡ଼ ଘୋଷଣା : ବଢିଲା +୩ ସ୍ପଟ୍‌ ନାମଲେଖା ଅବଧି,

ଉଚ୍ଚଶିକ୍ଷା ବିଭାଗର ବଡ଼ ଘୋଷଣା : ବଢିଲା +୩ ସ୍ପଟ୍‌ ନାମଲେଖା ଅବଧି,

ଭୁବନେଶ୍ବର,୧୬/୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ) : ଯୁକ୍ତ ତିନି ସ୍ପଟ୍‌ ନାମଲେଖା ଅବଧିକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।Student Academic Management System (SAMS) ଅଧୀନରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ପଟ୍ ନାମଲେଖା ପ୍ରକ୍ରିୟାକୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

admin

About Author

Leave a comment

Your email address will not be published. Required fields are marked *